ପୁରସ୍କାର ଟଙ୍କା ନେଇ ନିଜ ପକେଟ୍ ଭରିଲେ ବିଧାୟକ

ଶ୍ରେଷ୍ଠ ବିଧାୟକ ପୁରସ୍କାର ରାଶିକୁ ମାତ୍ର ଦୁଇଜଣ ବିଧାୟକ ରିଲିଫ ପାଣ୍ଠିକୁ ଦାନ କଲେ ଭୁବନେଶ୍ୱର: ବିଧାନସଭା ଦ୍ୱାରା ଶ୍ରେଷ୍ଠ ବିଧାୟକ ଭାବେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିବା ନେତାଙ୍କର ଅର୍ଥ ମୋହକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ଓ ବିଧାୟକ ପ୍ରଶାନ୍ତ ମୁଦୁଲି ନିଜ ନିଜର ପୁରସ୍କାର ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିଥିବାବେଳେ ଅନ୍ୟ ବିଧାୟକମାନେ ସରକାରଙ୍କଠୁ ବୋନସ୍ … Continue reading ପୁରସ୍କାର ଟଙ୍କା ନେଇ ନିଜ ପକେଟ୍ ଭରିଲେ ବିଧାୟକ